Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ଆରଡ଼ିସିଆଇଏସ ସହଭାଗିତାରେ ଆରଏସପି ଦ୍ବାରା ବ୍ଲାଷ୍ଟ ଫର୍ଣ୍ଣେସରେ ବାୟୋଚାର ଇଞ୍ଜେକ୍ସନ୍ ଶୁଭାରମ୍ଭ

Raurkela M, Sundargarh | Aug 27, 2024
ଆରଡ଼ିସିଆଇଏସ ସହଭାଗିତାରେ ଆରଏସପି ଦ୍ବାରା ବ୍ଲାଷ୍ଟ ଫର୍ଣ୍ଣେସରେ ବାୟୋଚାର ଇଞ୍ଜେକ୍ସନ୍ ଶୁଭାରମ୍ଭ ଇସ୍ପାତ ଉତ୍ପାଦନରେ କାର୍ବନ ନିର୍ଗମନ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସ୍ୱରୂପ ସେଲ, ରାଉରକେଲା ଇସ୍ପାତ କାରଖାନା (ଆରଏସପି), ଆରଡିସିଆଇଏସର ମିଳିତ ସହଭାଗିତାରେ ସଫଳତାର ସହିତ ବ୍ଲାଷ୍ଟ ଫର୍ଣ୍ଣେସ୍-୧ରେ ବାୟୋଚାର୍ ବ୍ୟବହାର ଆରମ୍ଭ ହୋଇଛି। ବାୟୋଚାର ଇଞ୍ଜେକ୍ସନର ଐତିହାସିକ ଟ୍ରାୟାଲ ଅବସରରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମରେ ପ୍ରଥମ ବାୟୋଚର ଇଞ୍ଜେକ୍ସନ ଚାର୍ଜ କରିଥିଲେ।
Read More News
T & CPrivacy PolicyContact Us