Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଆଜିଠୁ ବାରିପଦାରେ ଅଗ୍ନିବୀର-ବାୟୁ ନିଯୁକ୍ତି ରାଲି ଆରମ୍ଭ; ୯-ଏୟାରମ୍ୟାନ ସିଲେକ୍ସନ ସେଣ୍ଟରର ଗ୍ରୁପ କ୍ୟାପଟେନ ଦେଲେ ପ୍ରତିକ୍ରିୟା
Baripada M, Mayurbhanj | Aug 27, 2025
ଆଜିଠାରୁ ଅର୍ଥାତ 'ଅଗଷ୍ଟ ୨୭'ରୁ 'ସେପ୍ଟେମ୍ବର ୩' ପର୍ଯ୍ୟନ୍ତ ବାରିପଦା ସ୍ଥିତ ଛଉପଡ଼ିଆ ଠାରେ ୧୨ଟି ରାଜ୍ୟର ପ୍ରାର୍ଥୀଙ୍କପାଇଁ "ଅଗ୍ନିବୀର-ବାୟୁ" ନିଯୁକ୍ତି ରାଲି ଆୟୋଜନ ହୋଇଛି । ଏନେଇ ୯-ଏୟାରମ୍ୟାନ ସିଲେକ୍ସନ ସେଣ୍ଟରର ଗ୍ରୁପ କ୍ୟାପଟେନ ସଞ୍ଜୟ ପଟ୍ଟନାୟକ ବୁଧବାର ଦିନ ପ୍ରାୟ ୮ଟାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!