This browser does not support the video element.
ଜଗତସିଂହପୁର: ଦେଭୋଗ ବିଶୋଇସାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ବିଷାକ୍ତ ନାଗସାପ ଉଦ୍ଧାର
Jagatsinghapur, Jagatsinghpur | Aug 23, 2025
ଜଗତସିଂହପୁର ଦେଭୋଗ ବିଶୋଇସାହି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର । ଆଜି ଦିନ ୧୧ ଟା ସମୟରେ ଦେଭୋଗ ବିଶୋଇସାହି ଗ୍ରାମର ରଞ୍ଜନ ବିଶୋଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ପରିବାର ଲୋକେ ଭୟଭୀତ ହୋଇ ସାପଧରାଳି ବନବିହାରୀ ଦାସଙ୍କୁ ଖବର ଦେଇଥିଲେ । ବନବିହାରି ଦାସ ଘଟଣାସ୍ଥଳରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି