Download Now Banner

This browser does not support the video element.

ଛତ୍ରପୁର: ଯୁବକଙ୍କୁ ମାଡ ମାରି ମୋବାଇଲ ଓ ବ୍ୟାଗ୍ ଲୁଟ୍, ଲାଞ୍ଜିପଲ୍ଲୀ ଅଞ୍ଚଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ

Chhatrapur, Ganjam | Sep 4, 2025
ବ୍ରହ୍ମପୁର ରେଳ ଷ୍ଟେସନର ୪ନଂ ପ୍ଲାଟଫର୍ମ ନିକଟ ଗୁରୁକୁଳ ଇଣ୍ଟେରନ୍ୟାସନାଲ ପବ୍ଲିକ ସ୍କୁଲ ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରି ମୋବାଇଲ ଓ ବ୍ୟାଗ୍ ଲୁଟ ଘଟଣାରେ ଗୋସାଇଁନୂଆଗାଁ ଥାନା ପୁଲିସ ଗୁରୁବାର ଅପରାହ୍ନରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ କାବୁ କରି କିଶୋର ନ୍ୟାୟ ବୋର୍ଡରେ ହାଜର କରିଛି।
Read More News
T & CPrivacy PolicyContact Us