Download Now Banner

This browser does not support the video element.

ନର୍ଲା: ନର୍ଲା ସହରର ବିଭିନ୍ନ ପଡା ର ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ପାଳନ

Narala, Kalahandi | Sep 3, 2025
ଆଜି ବୁଧବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରୁ ରାତ୍ର ଆଠ ଘଣ୍ଟା ସମୟ ପର୍ଯ୍ୟନ୍ତ ନର୍ଲା ସହରର ବିଭିନ୍ନ ପଡା ଠାରେ ହେଇଥିବା ଗଣେଷ ମୂର୍ତ୍ତି ବିସର୍ଜନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ସହିତ ବିସର୍ଜନ ଉତ୍ସବ ପାଳନ କରିଥିଲେ
Read More News
T & CPrivacy PolicyContact Us