This browser does not support the video element.
ମାଲକାନଗିରି: ମାରିୱାଡା ଆଶ୍ରମ ବିଦ୍ୟାଳୟର ଆଇଟିଡିଏ ନୂତନ କୋଠା ନିର୍ମାଣରେ ଦୁର୍ନୀତି ହେଉଥିବା ନେଇ ପ୍ରତିକ୍ରିୟା ଦେଲେ ବିଦ୍ୟାଳୟ ସଭାପତି
Malkangiri, Malkangiri | Sep 24, 2025
ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ ନୂତନ ନିର୍ମାଣଧୀନ କୋଠାର ପଡିଲା ସିମେଣ୍ଟ କଂକ୍ରିଟ ଛାତ, ବିନା ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀରେ ପଡିଲା ଛାତ। ବିଦ୍ୟାଳୟ କମିଟି ସଭାପତିଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ମାନିଲେନି ଠିକାଦାର। ଏନେଇ ଆଜି ଦିନ ୩.୩୦ ସମୟରେ ପ୍ରତିକ୍ରିୟା ଦେଲେ ବିଦ୍ୟାଳୟ କମିଟି ସଭାପତି। ତେବେ ଏପରି କାର୍ଯ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟରେ। ମିଳିଥିବା ସୂଚନାନୁଯାୟୀ ଏକ ନୂତନ କୋଠା ଏହି ବିଦ୍ୟାଳୟରେ ନିର୍ମାଣ ନିମନ୍ତେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୧ କୋଟି ୬୧ ଲକ୍ଷ ଟଙ୍କାର ଟେଣ୍ଡ