Download Now Banner

This browser does not support the video element.

ଖୋର୍ଦ୍ଧା: ଚଣ୍ଡେଶ୍ୱର ବଜାର ନିକଟରୁ ବାଇକ୍ ଜବତ କଲା ଟାଙ୍ଗୀ ପୋଲିସ

Khordha, Khordha | Aug 30, 2025
ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଣ୍ଡେଶ୍ୱର ବଜାର ନିକଟରୁ ଏକ ବାଇକ୍ ଜବତ କଲା ଟାଙ୍ଗୀ ପୋଲିସ୍। ଶୁକ୍ରବାର ବିଳମ୍ୱିତ ରାତିରେ କେହି ଦୃବୁତ ବାଇକ୍ ଟି ଛାଡି ଦେଇ ଚାଲିଯାଇଥିବା ବେଳେ ଦିନ 12 ଟା ପର୍ଯ୍ୟନ୍ତ ବାଇକ୍ ଟି ବଜାର ନିକଟରେ ରେ ଥୁଆ ହୋଇଥିଲା । ବାଇକଟି କେହି ନ ନେବାରୁ ଏ ନେଇ ସ୍ଥାନୀୟ ଲୋକ ବାଇକଟି ଚୋରା ବାଇକ ବୋଲି ସନ୍ଦେହ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରି ଟାଙ୍ଗି ଥାନାକୁ ନେଉଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us