Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଜଂଗଲା ଜଙ୍ଗଲ ରୁ ଦୁଇ ମାଓବାଦୀ ଙ୍କୁ ଗିରଫ କଲେ ଜବାନ

Malkangiri, Malkangiri | Sep 3, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ଜଂଗଲା ଜଙ୍ଗଲରେ ମାଓ ଦମନ ନିମନ୍ତେ ଡିଆରଜି ର ଜବାନ ମାନେ ତଲାସୀ ଅଭିଯାନ କରୁଥିବା ବେଳେ ଦୁଇ ଜଣ ମାଓବାଦୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଦୁଇ ମାଓବାଦୀ ଙ୍କ ନିକଟରୁ ଜବାନ ମାନେ ବିସ୍ଫୋରକ ସାମଗ୍ରୀ ଓ ମାଓ ସାମଗ୍ରୀ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
Read More News
T & CPrivacy PolicyContact Us