Download Now Banner

This browser does not support the video element.

ଗୋବିନ୍ଦପୁର: ବଡ଼ ଡୁମେରମୁଣ୍ଡା ଅଞ୍ଚଳ ର ହୋଇ ଥିବା କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

Govindpur, Sambalpur | Sep 9, 2025
ବାମରା ଅଞ୍ଚଳ ରେ ଗତ କିଛି ଦିନରୁ ଲଘଚାପ ଜନିତ ବର୍ଷା ହୋଇ ଥିଲା। ଉକ୍ତ ବର୍ଷା ରେ ବଡ଼ ଡୁମେରମୁଣ୍ଡା ଗ୍ରାମ ର ଗଣେଶ ବଗାର, ଯୋଗେନ୍ଦ୍ର ଗଉଡ଼, କାଲିଚରଣ ନାଏକ, କୁମର ଖଡିଆ, ଲକ୍ଷ୍ମୀଧର ଖଡିଆ, ଦାରାସିଙ୍ଗ ମୁଣ୍ଡା ଓ ରାଜୀବ ସାହୁ ଙ୍କ ଘର ଭାଙ୍ଗି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ରହିଥିଲା। ମଙ୍ଗଳବାର ଦିନ ୧୨ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ଗୋବିନ୍ଦପୁର RI ସଚିଦାନନ୍ଦ ସେଠ୍ ଓ ଅନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ।
Read More News
T & CPrivacy PolicyContact Us