Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସମୁଦ୍ର ଲହଡି ମାଡ଼ରେ 5 ଜଣ ପଯ୍ୟଟକ ଆହତ ଉଦ୍ଧାର କଲେ ଲାଇଫ ଗାର୍ଡ l ଆଜି ସମୁଦ୍ର କୁଳ ସେକ୍ଟର 9 ରେ ଗାଧୋଉ ଥିବା ବେଳେ ଘଟଣା ଘଟିଛି l

Puri M, Puri | Sep 13, 2025
ସମୁଦ୍ର ଲହଡି ମାଡ଼ରେ 5 ଜଣ ପଯ୍ୟଟକ ଆହତ ଉଦ୍ଧାର କଲେ ଲାଇଫ ଗାର୍ଡ l ସୂଚନା ଅନୁଯାଇ ଆଜି ସମୁଦ୍ର କୁଳ ସେକ୍ଟର 9 ରେ ଗାଧୋଉ ଥିବା ବେଳେ ହଠାତ ଲହଡି ମାଡ଼ରେ 5 ଜଣ ପଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ l ଏହା ଦେଖି ଲାଇଫ ଗାର୍ଡ ସଙ୍ଗେ ସଙ୍ଗେ ସେମାନଂକୁ ଉଦ୍ଧାର କରିଥିଲେ l ଉଦ୍ଧାର କରିଥିବା ଲାଇଫ ଗାର୍ଡ ହେଉଛନ୍ତି, LG-624, Odi Ramachandra LG-619, B Nageswar Rao LG-218, Jambeswar pradhan LG- 606, Ajay Kumar Behera
Read More News
T & CPrivacy PolicyContact Us