Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ସାର୍ଥା ପଂଚାୟତରେ ମଦ ଦୋକାନ ବନ୍ଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଧାରଣା ଓ ଦାବିପତ୍ର ପ୍ରଦାନ
Baleshwar M, Balasore | Oct 6, 2025
ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଂଚାୟତର ବାଂଶି ଓ ହଳଦୀଗୁଡ଼ି ଗ୍ରାମରେ ମଦ ଦୋକାନ ବନ୍ଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଗ୍ରାମବାସୀ ଓ ଏସ ଏଚ ଜି ମହିଳା ଗଣ ସୋମବାର ଦିନ ୧୨:୩୦ରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!