Download Now Banner

This browser does not support the video element.

ବାଲିଗୁଡା: ଡେପାକେତା ଠାରେ ଗଞ୍ଜେଇ କେସ ରେ ଗିରଫ ହଇଥିବା ଗୁଜୁରାଟ ଅମିତ ସାନ୍ଧି ଙ୍କୁ ବାଲିଗୁଡା କର୍ଟ ଚାଲାଣ କରାଯାଇଛି,

Baliguda, Kandhamal | Aug 26, 2025
ଗଞ୍ଜେଇ କେସ ରେ ଗିରଫ ହଇଥିବା ଗୁଜୁରାଟ ଅମିତ ସାନ୍ଧି ଙ୍କୁ ବାଲିଗୁଡା କର୍ଟ ଚାଲାଣ କରାଯାଇଛି, କନୁଆଗା ଥାନାIIC ଅଶକ ହାସଦା ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ସୁଚନା ଦେଇଛନ୍ତି, ଗତକାଲି ଡେପାକେତା ଛକରୁ ଗଞ୍ଜେଇ ଚାଲାଣ ବେଳେ ଗିରଫ ହଇଥିବା ଯୁବକ ଙ୍କୁ ପ୍ରାଥମିକ ତଦନ୍ତ ରେ ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ବାଲିଗୁଡା କର୍ଟ କୁ ଚାଲାଣ କରାଯାଇଛି, ତେବେ ଏହାରି ପଛରେ ବଡ ରାକେଟ ଥିବା ନେଇ ତଦନ୍ତ ପରେ ଜଣା ପଡିଛି
Read More News
T & CPrivacy PolicyContact Us