Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଦୁର୍ଗା

Lakshmipur, Koraput | Sep 30, 2025
ଶାରଦୀୟ ନବରାତ୍ରୀ ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ବାତାବରଣ ଦେଖାଯାଇଛି। ଦେବୀପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହୁଛି। ଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ନାରାୟଣପାଟଣାରେ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସକାଳ ୭ଟାରୁ ବିଳମ୍ବିତ ରାତିଯାଏଁ ପୂଜାର୍ଚ୍ଚନା ଚାଲିଛି। ଶ୍ରଦ୍ଧାଳୁମାନେ ମାଆଙ୍କ ମଣ୍ଡପରେ ପହଞ୍ଚି ମୁଣ୍ଡିଆ ମାରୁଛନ୍ତି। ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ପୂଜା ଅନୁଷ୍ଠିତ ହେଉଅଛି। ସଂଧ୍ଯା ୬ଟା ରେ ନାରାୟଣପାଟଣା ଠାରେ ମାଙ୍କ ଆଳତି ଦର୍ଶନ କରୁଛନ୍ତି ଭକ୍ତ।
Read More News
T & CPrivacy PolicyContact Us