This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସିପିସି ନାଇଟ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Raurkela M, Sundargarh | Aug 30, 2024
ଉଦିତନଗର ଅତିରିକ୍ତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସିପିସି ନାଇଟ୍ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ସନ୍ଧ୍ୟା ୬.୩୦ ସମୟରେ ଉଦିତନଗର ଅତିରିକ୍ତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସିପିସି ନାଇଟ୍ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ଅପୁଷ୍ଠିତ ହୋଇଯାଇଛି। ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ପୂଜା କମିଟିର ସାଧାରଣ ସମ୍ପାଦକ ବିରାଜ ମୋହନ ବିଶ୍ବାଳ, କୋଷାଧ୍ୟକ୍ଷ ଆଲୋକ ମହାପାତ୍ର, ଉପସଭାପତି ଷ୍ଟିଲ ଟାଉନ୍ସିପ୍ ନାରାୟଣ ମହାନ୍ତି, ଫର୍ଟିଲାଇଜର ଟାଉନ୍ସିପ୍ର ଉପସଭାପତି ଅନିଲ ମଲ୍ଲିକ