Download Now Banner

This browser does not support the video element.

ଆନନ୍ଦପୁର: ହାଟଡିହିକୁ ଅକାଂକ୍ଷା ବ୍ଲକ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Anandapur, Kendujhar | Aug 25, 2025
ହାଟଡିହି ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପତ୍ର  ପ୍ରଦାନ କରିଛନ୍ତି ଉପାନ୍ତ ଅଞ୍ଚଳର ଅଧିବାସୀ ଯୁବକ। ଶରତ ବିକାଶ ମଞ୍ଚ" ସଭାପତି ଗାମାଏ ରୀମିଲ ସିଂ ଗୋଇପାଇଙ୍କ ନେତୃତ୍ୱରେ ଅପରାହ୍ନ ୨ଟା ବେଳେ କେ.ବାଲିପାଳ ପଞ୍ଚାୟତର ଯୁବକ ମାନେ ହାଟଡିହି ବ୍ଲକକୁ ଆକାଂକ୍ଷା ବ୍ଲକ ଯୋଜନାରେ ସାମିଲ କରିବା ଦାବି ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us