Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ସହରର ସହଦେବଖୁଣ୍ଟା ଓ ଚାନ୍ଦମାରି ପଡିଆ ଠାରେ ମା'ଙ୍କ ଦର୍ଶନ କଲେ ସଦର ବିଧାୟକ
Baleshwar M, Balasore | Sep 29, 2025
ଜଗତଜନନୀ ମା' ଦୁର୍ଗାଙ୍କ ପବିତ୍ର ସପ୍ତମୀ ପୂଜା ଅବସରରେ ବାଲେଶ୍ୱର ସହରର ସହଦେବଖୁଣ୍ଟା ଓ ଚାନ୍ଦମାରି ପଡିଆ ଠାରେ ସୋମବାର ଦିନ ୧:୩୦ରେ ସଦର ବିଧାୟକ ମାନସ କୁମାର ଦତ୍ତ ମା'ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!