Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ସେଣ୍ଟୁରିଅନ୍ ୟୁନିଭର୍ସିଟି ଦ୍ୱାରା ସମ୍ମାନ ସମାରୋହ, ଯୋଗଦେଲେ ବିଧାୟକ

Chhatrapur, Ganjam | Sep 10, 2025
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ କୋର୍ଟପେଟା ଛକ ସ୍ଥିତ ସେଣ୍ଟୁରିଅନ୍ ୟୁନିଭର୍ସିଟି ଦ୍ୱାରା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବୁଧବାର ସଂଧ୍ୟାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us