Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ ଏନଏସି କାର୍ଯ୍ୟାଳୟରେ କର୍ମଚାରୀ ଓ ଲୋକପ୍ରତିନିଧି ଙ୍କ ସହ ଏନଏସି ର ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କଲେ ଧର୍ମଗଡ ବିଧାୟକ

Dharamgarh, Kalahandi | Aug 21, 2025
ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଗୁରୁବାର ଅପରାହ୍ନ ୩ ଟା ରେ ଏନଏସି ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ଓ ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଲୋଚନା କରିଥିଲେ । ନିର୍ବାହୀ ଅଧିକାରୀଙ୍କ ବିଶମ୍ବର ମିଶ୍ର ନଗରପାଳ ଅଶୋକ ମହାନ୍ତି କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ହିସାବ ରକ୍ଷକ ହିମାଂଶୁ ଶେଖର ରଣା ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥାଇ ଆଲୋଚନା ରେ ଭାଗ ନେଇଥିଲେ।
Read More News
T & CPrivacy PolicyContact Us