This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଲାଠି ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କୁ ପୋଲିସ ASIଙ୍କ ଦୁବ୍ଯହାର ଅଭିଯୋଗ ହୋଇଛି ।
Digapahandi, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଲାଠି ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କୁ ପୋଲିସ ASIଙ୍କ ଦୁବ୍ଯହାର ଅଭିଯୋଗ ହୋଇଛି । ଏ ନେଇ ଆଜି ଦିନ 10 ଘଣ୍ଟ ସମୟରେ ବ୍ରହ୍ମପୁର SP ଙ୍କୁ ଲାଠି ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସମେତ ସରପଞ୍ଚ ମହାସଂଘ ର ସଭାପତି ମନୋରଞ୍ଜନ ଗୌଡ ଭେଟି ଅଭିଯୋଗ କରିଛନ୍ତି । ତୁରନ୍ତ ASI ଙ୍କ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ସରପଞ୍ଚ ମହାସଂଘ ଆନ୍ଦୋଳନ କରିବ ବୋଲି ସରପଞ୍ଚ ମହାସଂଘ ର ସଭାପତି ମନୋରଞ୍ଜନ ଗୌଡ ସୂଚନା ଦେଇଛନ୍ତି ।