Download Now Banner

This browser does not support the video element.

ରେମୁଣା: ରେମୁଣା ବିଜେଡି ପାର୍ଥିନୀଙ୍କ ଟିକେଟ ବଦଳ କରାଯାଉ, ନହେଲେ ଦଳ ଛାଡିବେ ଯୁବନେତା ଚନ୍ଦନ ଓ ଶତାଧିକ ସମର୍ଥକ

Remuna, Balasore | Apr 22, 2024
ବାଲେଶ୍ଵର ସାଥଫେରେ କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳର ଯୁବନେତା ଚନ୍ଦନ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପାର୍ଥୀନି ଭାବେ ପତ୍ରିପାଳ ପଞ୍ଚାୟତ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କ ନାମ ଘୋଷଣା କରାଯାଇଛି। ମାତ୍ର ଏହା ଉପରେ ପୁନର୍ବାର ନିଷ୍ପତ୍ତି କରାଯାଇ ଟିକଟ ବଦଳ କରିବାକୁ ଦାବି କରିଛନ୍ତି ଚନ୍ଦନ ଓ ତାଙ୍କ ସମର୍ଥକ। ସାତ ଦିନ ମଧ୍ୟରେ ପୁନର୍ବିଚାର କରା ନଗଲେ ଦଳ ଛାବିବେ ଶତାଧିକ କର୍ମୀ।
Read More News
T & CPrivacy PolicyContact Us