Install App
rajashree352
This browser does not support the video element.
ଆଳି: ସେବସାହି ଛକ ଆରସା ଗ୍ରାମ୍ୟ ଜଙ୍ଗଲରେ ଲାଗିଲା ନିଆଁ, ରାଜକନିକା ଅଗ୍ନିଶମ ବାହିନୀଦ୍ୱରା ନିଆଁକୁ ଆୟତ ସୂଚନା
Aali, Kendrapara | Apr 21, 2024
ରାଜକନିକା ସେବସାହି ଛକରେ ଥିବା ଆରସା ଗ୍ରାମ୍ୟ ଜଙ୍ଗଲରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବା ଦ୍ୱାରା ଗ୍ରାମ୍ୟ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ଜଳି ଯାଇଛି। ଗ୍ରାମ୍ୟ ଜଙ୍ଗଲକୁ ସଲଗ୍ନ କିଛି ଘର ଲୋକେ ନିଆଁ ଲାଗିବା ଦେଖୀ ଘରୁ ବାହାରକୁ ଚାଲିଯାଇଛନ୍ତି। ଖବର ପାଇ ରାଜକନିକା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!