This browser does not support the video element.
ଆଠମଲ୍ଲିକ: ଠାକୁରଗଡ଼ ଅଞ୍ଚଳରେ ଗାଡ଼ି ଚେକିଂ ବେଳେ ସ୍କୁଟି ସହ ବାଇକ ଜବତ, ୨ ଗିରଫ
Athmallik, Angul | Aug 24, 2025
ରୁ ଆସୁଥିବା ସମସ୍ତ ବାଇକ ଗୁଡିକ ଯାଞ୍ଚ କରା ଯାଇଥିଲା । ଏହି ସମୟ ରେ ମଦ୍ୟ ପାନ କରି ବାଇକ ଚଳଉଥିବା ଅଭିଯୋଗ ରେ କୁର୍ତିବାସପୁର ଗ୍ରାମର ସୁରମଣି ନାୟକ ଙ୍କୁ ଗିରଫ କରା ଯାଇଛି । ଏଥିସହ ତାଙ୍କ ସ୍କୁଟି ନମ୍ବର (ଓଡ଼ି ୦୨ ବିସି ୫୮୩୬) କୁ ଜବତ କରାଯାଇଛି । ସେହି ପରି ଦାମଦରପୁର ଅଞ୍ଚଳ ର ଅମୂଲ୍ୟ ନାୟକ ଙ୍କୁ ଗିରଫ କରା ଯାଇଛି । ସେ ମଦ୍ୟପାନ କରି ବାଇକ ଚଳଉଥିବା ଅଭିଯୋଗ ରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବାଇକ ନମ୍ବର (ଓଡି ୧୯ ଏନ