Download Now Banner

This browser does not support the video element.

କବିସୂର୍ଯ୍ୟନଗର: ପାଣ୍ଡରାଖାଲି ସ୍ଥିତ ଶ୍ରୀ ଶ୍ରୀ ତ୍ରୟମ୍ବେକେସ୍ୱର ମନ୍ଦିର ଗସ୍ତ କଲେ ବିଧାୟକ

Kabisuryanagar, Ganjam | Jun 2, 2025
ହିନ୍ଦୁ ଧର୍ମ ରେ ମନ୍ଦିର ପରିସର ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିଭବର ଅନନ୍ୟ ନିଦର୍ଶନ । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବିଭିନ୍ନ ଦେବାଳୟ ଗୁଡିକ ବୁଲି ଦେଖୁଛନ୍ତି । ସେହିକ୍ରମରେ ଶ୍ରୀ ନାୟକ ସୋମବାର ଦିନ ପାଣ୍ଡରାଖାଲି ସ୍ଥିତ ଶ୍ରୀ ଶ୍ରୀ ତ୍ରୟମ୍ବେକେଶ୍ୱର ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରି ଅଂଚଳର ଶାନ୍ତି କାମନା କରିଛନ୍ତି । ଏହା ପରେ ମନ୍ଦିର ପରିଚାଳନା କମିଟି ସହିତ ମନ୍ଦିରର ଉର୍ନ୍ନତି ପାଇଁ କଣ କଣ ଆବଶ୍ୟକ ରହିଛି ଏବଂ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ତାଙ୍କ ସହ କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us