Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ସିଲଡ ଲକ୍ଷ୍ମୀ ପୂଜା ମଣ୍ଡପରେ ମା ଙ୍କୁ ଦର୍ଶନ କଲେ ସଦର ବିଧାୟକ

Baleshwar M, Balasore | Oct 7, 2025
ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ବାଲେଶ୍ୱର ସଦର ବ୍ଲକ ଛାନୁଆ ପଞ୍ଚାୟତ ସିଲଡ଼ ଠାରେ ମା'ଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ କାମନା କଲେ ସଦର ବିଧାୟକ ମାନସ କୁମାର ଦତ୍ତ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ନେତୃବୃନ୍ଦ,ପୂଜା କମିଟିର କର୍ମକର୍ତ୍ତା ଏବଂ ପଞ୍ଚାୟତ ବାସୀ ପ୍ରମୁଖ ଉପସ୍ଥିତ ଥିଲେ।ପରେ ସ୍ଥାନୀୟ ସମସ୍ୟା ସମ୍ପର୍କରେ ପଞ୍ଚାୟତ ବାସୀ ଙ୍କ ସହ ବିଧାୟକ ଶ୍ରୀ ଦତ୍ତ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us