This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆରଏମ୍ସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
Raurkela M, Sundargarh | Aug 31, 2024
ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆରଏମ୍ସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ରେଳ ଷ୍ଟେସନ ନିକଟରୁ ୩୧ ଅଗଷ୍ଟ ଶନିବାର ପୁର୍ବାହ୍ନ ୭ଟା ସମୟରେ ଏକ ଶୋଭାଯାତ୍ରା ବାହାରି ମୁଖ୍ୟ ମାର୍ଗ ଦେଇ ଡ଼େଲି ମାର୍କେଟ, ମଙ୍ଗଳଭବନ, ଉଦିତନଗର ଆମ୍ବେଦକର ଛକ ଦେଇ ଆରଏମ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଆତିରିକ୍ତ ଜିଲ୍ଲାପାଳ ତଥା କମିଶନର ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ପତକା ଦେଖାଇ ଶୁଭାରମ୍ବ କରିଥିଲେ।