Download Now Banner

This browser does not support the video element.

କବିସୂର୍ଯ୍ୟନଗର: କେ. ନିମିନା ରେ ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ

Kabisuryanagar, Ganjam | Sep 22, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ପଂଚାୟତ କେ. ନିମିନା ଗ୍ରାମରେ ସୋମବାର ଦିନ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ବିନୟ ଦାସଙ୍କ ସ୍ତ୍ରୀ ଛବି ଦାସଙ୍କ ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁ ସନ୍ଦେହ ଘେରରେ ରହିଛି । କେ. ନିମିନା ଓ କେ. ବରିଡା ମଝିରେ ଥିବା ଏକ କାଜୁ ଜଙ୍ଗଲ ଭିତରେ ଛବିଙ୍କ ମୃତ ଦେହ ପଡ଼ିଥିବା କେହି ଦେଖି ଗ୍ରାମରେ ଖବର ଦେବା ସହ ଛବି ଙ୍କ ସ୍ୱାମୀ ଓ ଚିକିଲି ଗ୍ରାମର ଭଉଣୀ ଲକ୍ଷ୍ମୀ ଙ୍କୁ ମଧ୍ୟ ଜଣାଇ ଥିଲେ । ଛବି ଙ୍କ ସ୍ୱାମୀ ଭୁବନେଶ୍ୱର ରେ କାମ କରିବାକୁ ଯାଇଛନ୍ତି ।
Read More News
T & CPrivacy PolicyContact Us