Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଠାରେ ଖର ପ୍ରସାରଣ ପରେ ଦେଖିବାକୁ ମିଳିଛି ଏହାର ପ୍ରଭାବ,ଶିକ୍ଷୟତ୍ରୀ ହେଲେ ନିଲମ୍ବନ

Baliguda, Kandhamal | Aug 21, 2025
ଖର ପ୍ରସାରଣ ପରେ ଦେଖିବାକୁ ମିଳିଛି ଏହାର ପ୍ରଭାବ, ଗତକାଲି ବାଲିଗୁଡ଼ା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ସମ୍ମୁଖରେ ଅଭିଭାବକ ମାନେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ମାଡ ମାରିବା ସହ ଟଏଲେଟ ସଫା କରାଇବା ଅଭିଯୋଗ କରିଥିଲେ, ଖର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ, ବିଇଓ ଙ୍କ ତଦନ୍ତ ପରେ ଶିକ୍ଷୟତ୍ରୀ ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଶିକ୍ଷୟତ୍ରୀ ଜଣକ ହେଲେ କମଳା ଦିଗାଲ, କେବଳ ଯେ କମଳା ଦିଗାଲ ଙ୍କ ନାମରେ ଏହି ଅଭିଭାବକ ମାନେ ଅଭିଯୋଗ କରିନଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନାମରେ ଅଭିଯୋଗ କରିଥିଲେ ତେବେ ଜଣକ ନାମ କାଯ୍ୟାନୁଷ୍ଠ
Read More News
T & CPrivacy PolicyContact Us