Download Now Banner

This browser does not support the video element.

ବୀରମହାରାଜପୁର: ଦୁର୍ଜନତୈଲା ପଞ୍ଚାୟତ ପରିସରରେ ଘରେ ଘରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

Biramaharajpur, Subarnapur (Sonepur) | Aug 25, 2025
ଦୂ ବୀରମହାରାଜପୁରରେ ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ପରିସରରେ ଘରେ ଘରେ ସ୍ବଚ୍ଛତା କାର୍ଯକ୍ରମ ଆଜି ପୂର୍ବାହ୍ନ ପ୍ରାୟ 11ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପଲ୍ ଡ ନୃପରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ଏସପି ନାରାୟଣ ନାଏକ, ବ୍ଲକ ଉପାଧ୍ୟକ୍ଷ ନାରାୟନ ଲୁହା, , ଜିଲ୍ଲା ପରିଷଦ ସିଇଓ ଅଶ୍ଵିନୀ ଭୋଇ, ତହସିଲଦାରଙ୍କ ସମେତ ଜିଲ୍ଲା ତଥା ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ପଞ୍ଚାୟତ ପରିସର ସଫେଇ କରିଥିଲେ l ଏହି ଅବସରରେ ସ୍ୱଚ୍ଛଟକୁ ଏକ ଶପଥ ପାଠ କରାଯାଇଥିଲା
Read More News
T & CPrivacy PolicyContact Us