Download Now Banner

This browser does not support the video element.

ଗୋପାଳପୁର: କନିସି ସ୍ଥିତ ପିଏମ ଶ୍ରୀ ବାଲାଜୀ ବିଦ୍ଯାପୀଠ ଠାରେ ମଣ୍ଡଳ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Gopalpur, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ସ୍ଥିତ ପିଏମ ଶ୍ରୀ ବାଲାଜୀ ବିଦ୍ଯାପୀଠ ଠାରେ ମଣ୍ଡଳ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ପୂର୍ବାହ୍ନରୁ ଉକ୍ତ ପ୍ରତିଯୋଗିତା ଆରମ୍ଭ ହୋଇଛି ଅପରାହ୍ନରେ ଶେଷ ହୋଇଛି। ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନେ ଯୋଗ ଦେଇ ଖୋ ଖୋ, କବାଡ଼ି, ଯୋଗ ଓ ଫୁଟବଲ ଆଦି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us