Download Now Banner

This browser does not support the video element.

ଅତାବିରା: ପପଙ୍ଗା ପାହାଡ ଉପରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଦାର କଲା ଭେଡେନ ପୋଲିସ

Attabira, Bargarh (Baragarh) | Sep 2, 2025
ବରଗଡ ଜିଲା ଭେଡେନ ଥାନା ଅଧିନ ତୀର୍ଥସ୍ଥଳୀ ପପଙ୍ଗା ପାହାଡ ଉପରେ ଜଣେ ଯୁବକ କଂ ମୃତ ଦେହ ଝୁଲନ୍ତା ଅବସ୍ତାରେ ଥିବା ଲୋକେ ଦେଖିଥିଲେ ଓ ଭେଡେନ ପୋଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ତଲକୁ ଭେଡେନ ଥାନା ଅଧିକାରୀ ଶୁଶାନ୍ତ ଦାସ ପହଂଚି ଶବଟିକୁ ଉଦ୍ଦାର କରି ଘଟଣାର ତଦନ୍ତ କରିଥିଲେ |ମୃତ ବ୍ୟକ୍ତି ଜଣକ କନ୍ଦମାଲ ଜିଲାର ବୋଲି ଜଣାପଡିଛି |ମୃତକକଂ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି |
Read More News
T & CPrivacy PolicyContact Us