Download Now Banner

This browser does not support the video element.

ନୟାଗଡ ସଦର: ଭିଜିଲାନ୍ସଜାଲ ରେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ

Nayagarh Sadar, Nayagarh | Sep 12, 2025
ସୂଚନା ଅନୁଯାୟୀ ଆଜି11ଘଟିକା ସମୟ ରେଖଣ୍ଡପଡ଼ା ରୋଡ଼ ଅଫିସ କାର୍ଯ୍ୟାଳୟରେ ୬ ହଜାର ଲାଞ୍ଚ ନେଇ ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀ ଙ୍କ ଠାରୁଲାଞ୍ଚ ଜିଲା ଶ୍ରମ ଅଧିକାରୀଶ୍ରମ କାର୍ଡ କରିବା ପାଇଁ ଲାଞ୍ଚ ନେଉଥିଲେ ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୨୨ ଶ୍ରମ କାର୍ଡ ପାଇଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ତେବେ ୨୨ ସ୍ଥାନରେ ୨୧ କାର୍ଡ କରିଥିଲେ ।୨୧ କାର୍ଡ ପାଇଁ ୬ ହଜାର ୩୦୦ ସ୍ଥାନରେ ୬ହଜାର ନେଉଥିବା ବେଳେ ଭି
Read More News
T & CPrivacy PolicyContact Us