This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସେବା ପକ୍ଷ ନେଇ ମଣ୍ଡଳ କର୍ମଶାଳା ଅନୁଷ୍ଠିତ
Baripada M, Mayurbhanj | Sep 10, 2025
ବୁଧବାର ଅପରାହ୍ନ ପ୍ରାୟ ୪.୩୦ ଟାରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସେବା ପକ୍ଷ ନେଇ ବାରିପଦା ମଣ୍ଡଳ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଜାତା ମୂର୍ମୁ, ବିଜେପି ମହିଳା ମୋର୍ଚ୍ଚା ପୂର୍ବ ଜିଲ୍ଲା ଉପ ସଭାପତି ସଭାବତି ଓତାଙ୍କ ସମେତ ଅନେକ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।