Install App
jagatsinghpur224
This browser does not support the video element.
ଜଗତସିଂହପୁର: ରାସ୍ତା ମରାମତି ଦାବି କରି ତୀର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ତୀର୍ତ୍ତୋଲ RWSS ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟଳୟରେ ଦାବିପତ୍
Jagatsinghapur, Jagatsinghpur | Sep 1, 2025
ରାସ୍ତା ମରାମତି ଦାବିକରି ତୀର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତୀର୍ତ୍ତୋଲ RWSS ସହକାରୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଆଜି ଦିନ ୪ ଟା ସମୟରେ ଏହି ଦାବିପତ୍ର ଦିଆଯାଇଛି ।ପାନୀୟ ଜଳ ପାଇପ ବିଛାଯିବା ନିମନ୍ତେ ତୀର୍ତ୍ତୋଲ ବ୍ଲକର ସମସ୍ତ ପଞ୍ଚାୟତରେ ବ୍ୟାପକ ଭାବେ ରାସ୍ତା ଖୋଲାଯାଇ ଯିବାଆସିବା ନିମନ୍ତେ ଅନୁପଯୁକ୍ତ ହୋଇପଡିଛି । ଏଣୁ ଯଥାଶୀଘ୍ର ୩୦ ଦିନ ମଧ୍ୟରେ ରାସ୍ତାଗୁଡିକ ମରାମତି ଦାବିକରି ଏହି ଦାବିପତ୍ର ତୀର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!