Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା କାଯ୍ୟକ୍ରମ

Phulabani Town, Kandhamal | Sep 3, 2025
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା l ଫିରିଙ୍ଗିଆ ପବିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଲୋଚନ ଖମାରି ଙ୍କୁ ଫିରିଙ୍ଗିଆ ବ୍ଲକ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ନିଜ ଘର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମ ଗଡ଼ ଏବଂ ୩୮ ବର୍ଷ ଚାକିରୀ କାଳରେ ପ୍ରଥମେ ବୌଦ୍ଧ ଜିଲ୍ଲା ର କଣ୍ଟା ମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ରେ ୧୯୮୮ ମସିହାରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ପରେ କନ୍ଧମାଳ ଜିଲ୍ଲା କୁ ବଦଳି ହୋଇଥିଲା l କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ
Read More News
T & CPrivacy PolicyContact Us