Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳା ଚାରି ଛକ ନିକଟରୁ ଜଣେ ମଦ୍ୟପ ଚାଳକକୁ ଅଟକ ରଖିବା ସହ ବାଇକକୁ ଜବତ କଲା ସ୍ଥାନୀୟ ପୋଲିସ

Kabisuryanagar, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ରବିବାର ରାତ୍ର 8 ଘଣ୍ଟ ସମୟରେ କୋଦଳା ଚାରି ଛକରୁ ଜଣେ ମଦ୍ୟପ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି ପୋଲିସ । ମଦ୍ୟପ ଚାଳକ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ଼ ମାଳି ସାହିର ସନ୍ତୋଷ ସାହୁଙ୍କ ପୁଅ ଆଦର୍ଶ ସାହୁ । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ମଦ ପିଇ ଥିବା ଜଣାପଡିବା ପରେ ଆଦର୍ଶ ଙ୍କୁ ଅଟକ ସହ ବାଇକ ନମ୍ବର OD 07 AE 0234 କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us