Download Now Banner

This browser does not support the video element.

ଜି ଉଦୟଗିରି: ଜି. ଉଦୟଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ଗୁରୁ ଦିବସ ପାଳିତ

G Udayagiri, Kandhamal | Sep 5, 2025
ଜି ଉଦୟଗିରି ଅଞ୍ଚଳ ର ବିଭିର୍ନ ସ୍ଥାନରେ ପଵିତ୍ର ଗୁରୁଦିବସ ପାଳନ ହୋଇଅଛି. ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଏହା ପାଳନ ହୋଇଅଛି. ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ, ଅରୁଣ କୁମାର ଷଡ଼ଙ୍ଗୀ ପ୍ରମ୍ମୁଖ ଯୋଗ ଦେଇଥିଲେ.
Read More News
T & CPrivacy PolicyContact Us