Download Now Banner

This browser does not support the video element.

ବସ୍ତା: ଖଗଡାପାଳ ଗ୍ରାମରେ ବାଇକ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଗଛରେ ବନ୍ଧା ହୋଇ ଛେଚା ଖାଇଲେ ଯୁବକ

Basta, Balasore | Sep 11, 2025
ବାଇକ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଗଛରେ ବନ୍ଧା ହୋଇ ଛେଚା ଖାଇଲେ ଯୁବକ।ଯୁବକ ଜଣକ ହେଲେ ଖଗଡାପାଳ ଗ୍ରାମର ବାଇନ ଦାସ।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଖଗଡାପାଳ ଗ୍ରାମରେ, ଗ୍ରାମର ଶିବମନ୍ଦିର ପାଖ ରାସ୍ତା ଉପରେ ଏକ ବାଇକ ଛିଡା ହୋଇଥିବା ବେଳେ ଗ୍ରାମର ଧର୍ମପଦ ଦାସ ନାମକ ଯୁବକ ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ଲୋକମାନେ ଜାଣି ପାରି ବାଇନକୁ ଧରି ଏକ ଗଛରେ ବାନ୍ଧି ଦେଇ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଂଚି ବାଇକ ଚୋରକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରୀ ରଖିଛନ୍ତି l ତେବେ ଏନେଇ ଆଜି ଅପରାହ୍ନ ଗ
Read More News
T & CPrivacy PolicyContact Us