This browser does not support the video element.
ସଦର: କେସିଙ୍ଗା ଆଦର୍ଶ ଥାନାଧିକାରୀ ଭାବରେ ନୂତନ ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ଯୋଗଦାନ
Sadar, Kalahandi | Sep 2, 2025
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନାଧିକାରୀ ଭାବରେ ନୂତନ ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳ ଯୋଗ ଦେଇଛନ୍ତି। ପୂର୍ବତନ ଆଇଆଇସି ପ୍ରଦ୍ୟୁମ୍ନ କମାର ମହାପାତ୍ରଙ୍କ ଭବାନୀପାଟଣା ଟାଉନ୍ ଥାନାକୁ ବଦଳି ପରେ ତାଙ୍କ ସ୍ଥାନରେ ଲାଞ୍ଜିଗଡ ଥାନା ଆଇଆଇସି ଶ୍ରୀ ବିଶ୍ବାଳ ଯୋଗ ଦେଇଛନ୍ତି। ତେବେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି। ଆଜି ଜଣାଯାଇଛି