This browser does not support the video element.
ଭଟଲି: ଭଟଲି ପଞ୍ଚାୟତସମିତିରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ
Bhatli, Bargarh (Baragarh) | Sep 12, 2025
ଭଟଲି ପଞ୍ଚାୟତସମିତିରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଭଟଲି ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଆଜି ଦିନ ୧୧ଟାରେ ଏଡିଏମ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା l ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର ସ୍ଵାଗତ ଭାଷଣ ଦେଇଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଜିଲ୍ଳା ସାମାଜିକ ସମୀକ୍ଷକ ଆନନ୍ଦ ପଧାନ, ଏବିଡ଼ିଓ ଜ୍ୟୋତ୍ସାରାଣୀ ଗଡତିଆ,ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା,ଜିପିଇଓ ଲଳିତ ମୋହନ ଭୋସାଗର ପ୍ରମୁଖ ଯୋଗଦାନ କରିଥିଲେ।