Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଲାଲ ବଜାର ଅଞ୍ଚଳରୁ ଛିନତାଇ କରିବା ବେଳେ ଜୁବଲୀ ଲାଇବ୍ରେରୀ ନିକଟରୁ ଧରା ପଡିଲା ଦୁର୍ବୁତ୍ତ; ଅଳଙ୍କାର ଜବତ ସହ ଅଭିଯୁକ୍ତ ଗିରଫ
Baripada M, Mayurbhanj | Sep 12, 2025
ସହର ମଧ୍ୟବର୍ତ୍ତି ଜନଗହଳିପୂର୍ଣ୍ଣ ଲାଲବଜାର ଅଞ୍ଚଳରେ ଜଣେ ମହିଳାଙ୍କ ପାଖରୁ ସୁନା ଚେନ ଛିନତାଇ କରି ଦୁର୍ବୁତ୍ତ ଜଣକ ଚମ୍ପଟ ମାରିଥିଲେ। ଏନେଇ ପୁଲିସ ଖବର ମିଳିବା ପରେ ସିସି ଟିଭି ଜରିଆରେ ଯାଞ୍ଚ କରିଥିଲେ। ପିଛା କରି ଜୁବଲୀ ଲାଇବ୍ରେରୀ ନିକଟରୁ ଦୁର୍ବୁତ୍ତକୁ ପୁଲିସ କାବୁ କରିଥିଲେ। ଦୁର୍ବୁତ୍ତକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଗ୍ୟାଙ୍ଗଟି ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!