This browser does not support the video element.
ଖୋର୍ଦ୍ଧା: ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ
Khordha, Khordha | Sep 24, 2025
ବହୁ ଅଭିଯୋଗ ପରେ ଶେଷରେ ବଦଳିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ। ଶ୍ରୀ ନନ୍ଦଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ପରିବେଶ ଓ ଜଙ୍ଗଲ ବିଭାଗ ଆଇନକୁ ବେଖାତିର, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅବମାନନା, ସୂଚନା ଅଧିକାର ଆଇନକୁ ନ ମାନି ତଥ୍ୟ ନ ଦେବା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମିଥ୍ୟା ତଥ୍ୟ ଦେବା, କ୍ଷମତାର ଅପବ୍ୟବହାର କରି ୧୦ ନମ୍ବର ୱାର୍ଡ ତଳସାହିରେ ଡ୍ରେନ ନିର୍ମାଣ ଉଦ୍ଦେଶ୍ୟରେ ଜବରଦଖଲ ଉଚ୍ଛେଦ ଆଳରେ ଉଦ୍ଦେଶ୍ୟମୂଳକ ଭାବେ କିଛି ବାସିନ୍ଦାଙ୍କ ଜବରଦଖଲ