Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ଦୁର୍ଗା ମନ୍ଦିର ରେ ନବରାତ୍ରି ପୂଜା ରେ ଯୋଗଦେଲେ ଜିଲ୍ଲାପାଳ

Nuapada, Nuapada | Sep 28, 2025
ଆଜି ସନ୍ଧ୍ୟା ସାଢେ ଛଅଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା ଜିଲ୍ଲା ସଦର ମହକୁମା ଦୁର୍ଗା ମନ୍ଦିର ରେ ନବରାତ୍ର ପୂଜା ରେ ଯୋଗଦେଇ ମା ନି ଆଳତି ସଂଗ୍ରହ କରିଥିଲେ।ଏହି ଅବସରରେ ମନ୍ଦିର କମିଟି ର ସଭାପତି କ୍ଷିତୀଶ ଅଶୋକ ବୋଧନକର୍ ଅଶୋକ ଅଗସ୍ତି ମନ୍ଦିର ପୂଜକ ଅକ୍ଷୟ ରଥ ପୂଜା କର୍ତ୍ତା ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us