This browser does not support the video element.
ସଦର: ସମ୍ପ୍ରତି, ଉଦ୍ୟାନ କୃଷି ନିର୍ଦ୍ଦେଶକ କଳାହାଣ୍ଡିର MKUY ଅଧୀନରେ ଥିବା ତୈଳ ନିଷ୍କାସନ ୟୁନିଟ୍ ପରିଦର୍ଶନ
Sadar, Kalahandi | Sep 9, 2025
ସମ୍ପ୍ରତି, ଉଦ୍ୟାନ କୃଷି ନିର୍ଦ୍ଦେଶକ କଳାହାଣ୍ଡିର MKUY ଅଧୀନରେ ଥିବା ତୈଳ ନିଷ୍କାସନ ୟୁନିଟ୍ ପରିଦର୍ଶନ କରିଛନ୍ତି। ସେ ପଶ୍ଚିମ କେମିକାଲ୍ ୟୁନିଟ୍ କୁ ପ୍ରଶଂସା, ତେଲ ଏବଂ ଖଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ଖାଦ୍ୟ ତେଲ ନିଷ୍କାସନ ୟୁନିଟ୍ କୁ ଉତ୍ସାହିତ କରିବା ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ l ତେବେ ଏନେଇ ଅପରାହ୍ନ 4 ଟା ସମୟରେ ଜଣାଯାଇଛି