Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସଦର କେନ୍ଦାର ଗ୍ରାମ ପଞ୍ଚାୟତ ମୁସାପୁଟ ପଡିଆରେ ଚାଲିଥିବା ଫାଇନାଲ ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇ ଖେଳାଳି ଙ୍କୁ ଉସ୍ତାହିତ କଲେ

Koraput Town, Koraput | Oct 8, 2025
କୋରାପୁଟ ସଦର କେନ୍ଦାର ଗ୍ରାମ ପଞ୍ଚାୟତ ମୁସାପୁଟ ପଡିଆରେ ଚାଲିଥିବା ଫାଇନାଲ ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇ ଖେଳାଳି ଙ୍କୁ ଉସ୍ତାହିତ କଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ। ସାଥୀ ରେ ଥିଲେ ପୂର୍ବତନ ବିଧାୟକ ନିମାଇଁ ସରକାର ଙ୍କ ସହ କେନ୍ଧାର୍ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି। ଫୁଟବଲ ମ୍ୟାଚ୍ ଦେଖିବାକୁ ଆଖପାଖ ରୁ ଦସ ହଜାର ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us