Download Now Banner

This browser does not support the video element.

ରେଢାଖୋଲ: ସମଲେଶ୍ବରୀ ମନ୍ଦିର ଠାରେ ‌ରେଢାଖୋଲ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ନେଇ‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ବିଜେପି ନେତା

Rairakhol, Sambalpur | Sep 7, 2025
ସମ୍ବଲପୁର ସମଲେଶ୍ବରୀ ମନ୍ଦିର ଠାରେ ‌ରେଢାଖୋଲ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ନେଇ‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ lସମ୍ବଲପୁର ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଙ୍କୁ ସମଲେଶ୍ଵରୀ ମନ୍ଦିର ଠାରେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି ।‌
Read More News
T & CPrivacy PolicyContact Us