Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ପୋଲିସ ପକ୍ଷରୁ ବିଭିର୍ନ ସ୍ଥାନରେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ନେତୃତ୍ୱ ରେ ବିଭିର୍ନ ମଦ ଆଡା ଉପରେ ଚଢ଼ାଉ କରା ଯାଇଅଛି

G Udayagiri, Kandhamal | Sep 8, 2025
ଜି ଉଦୟଗିରି ପୋଲିସ ପକ୍ଷରୁ ବିଭିର୍ନ ସ୍ଥାନରେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ନେତୃତ୍ୱ ରେ ବିଭିର୍ନ ମଦ ଆଡା ଉପରେ ଚଢ଼ାଉ କରିଥିବାର ଜଣା ପଡ଼ିଅଛି. କିଛି ବାଇକ ସହ କିଛି ଜଣ ଙ୍କୁ ଧରିଥିବାର ଜଣା ପଡ଼ିଅଛି. ମଦ ପିଇ ଅସାମାଜିକ କାର୍ଯ୍ୟ ବଢ଼ୁଥିବାରୁ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରା ଯାଇଅଛି.
Read More News
T & CPrivacy PolicyContact Us