Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଝାରସୁଗୁଡ଼ା ଟାଉନ ଥାନା ରେ ମାମଲା ଲକ୍ଷ୍ମୀପ୍ରିୟା ଜେନା ଙ୍କ ପ୍ରତିକ୍ରିୟା

Jharsuguda, Jharsuguda | Apr 8, 2025
ଝାରସୁଗୁଡ଼ା ର ସରବାହାଲ ରେ ଜଣେ ମହିଳା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ତାଙ୍କ ସୋସିଆଲ ମିଡ଼ିଆ ରୁ ଅଭଦ୍ର ଭାଷା ରେ ଗଲି ଗୁଲଜ କରିଥିବା ନେଇ ଆଜି ଝାରସୁଗୁଡ଼ା ଟାଉନ ଥାନା ରେ ମାମଲା ଦାୟର କରାଯାଇଛି।ନିଜ ସୋସିଆଲ ମିଡ଼ିଆ ରେ ଗାଳି ଗୁଲଜ କରିବା ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସମ୍ମାନ ହାନି କରିବାକୁ ଏପରି କରାଯାଇଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା। ଏହି ଘଟଣା ରେ ଲକ୍ଷ୍ମୀପ୍ରିୟା ଜେନା ତାଙ୍କ ପ୍ରତିକ୍ରିୟା ଆଜି ଅପରାହ୍ନ ୧ ଟା ରେ ରଖିଛନ୍ତି
Read More News
T & CPrivacy PolicyContact Us