Download Now Banner

This browser does not support the video element.

ସୁକିନ୍ଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ ସହ ଆଲୋଚନା କଲେ ଯାଜପୁର ସାଂସଦ ରବିନାରାୟଣ ବେହେରା

Sukinda, Jajpur | Aug 21, 2025
ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି ଯାଜପୁର ଜିଲ୍ଲାର ବିକାଶ, ବିଶେଷ କରି ପୁଷ୍ପଗିରି ବିଶ୍ଵବିଦ୍ୟାଳୟ ବିଷୟରେ ଆଲୋଚନା ବିଶେଷ ଆଲୋଚନା କଲେ ଯାଜପୁର ସାଂସଦ ରବିନାରାୟଣ ବେହେରା ।
Read More News
T & CPrivacy PolicyContact Us