Download Now Banner

This browser does not support the video element.

କାକଟପୁର: ତାଳଦା ଅଞ୍ଚଳ ୪ଦିନ ହେବ ନିଖୋଜ ଥିବା ମହିଳା ଙ୍କ ମୃତ ଦେହ ଦେବି ନଦୀ ପଠାରୁ

Kakatpur, Puri | Aug 21, 2025
ମିଳିଲା ମୃତଦେହ, ବଢିଲା ସସ୍ପେନସ :-ମାଳ ମାଳ ପ୍ରଶ୍ନ ଛାଡିଗଲା ମୃତଦେହ :-ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ :-ନିଖୋଜ ର ଚାରିଦିନ ପରେ ମିଳିଲା ମୃତଦେହ :-କିଏ ଓ କାହିଁକି ନାରକୀୟ କାଣ୍ଡ ଘଟାଇଲେ :-ସ୍ୱାମୀ ଅଟକ, ଆଉ କିଏ ଅଛନ୍ତି ସହଯୋଗୀ କି ? କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-୨୧/୦୮:-ମିଳିଲା ମୃତ ଦେହ, ବଢିଲା ସସ୍ପେନସ। ଅଗଷ୍ଟ ୧୮ତାରିଖ ରେ ମହିଳା ନିଖୋଜ, ଅଗଷ୍ଟ ୨୧ରେ ମିଳିଲା ମୃତଦେହ। ନିଖୋଜର ୪ଦିନ ପରେ ମହିଳା ଗଳିତ ମୃତଦେହ ନିକଟସ୍ତ ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ପଥରଡି ରୁ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥା
Read More News
T & CPrivacy PolicyContact Us