Download Now Banner

This browser does not support the video element.

ଜି ଉଦୟଗିରି: ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ କ୍ରୀଡା ପ୍ରତିୟୋଗୀତା ଅନୁଷ୍ଠିତ ଗ୍ରେସିଙ୍ଗିଆ ସରପଞ୍ଚ କଲେ ଉଦଘାଟନ

G Udayagiri, Kandhamal | Sep 4, 2025
ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ କ୍ରୀଡା ପ୍ରତିୟୋଗୀତା ଅନୁଷ୍ଠିତ ହୋଇ ଯାଇଛି। ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଲା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମିତି ସଭ୍ୟା ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଦୁନିକିଆ କ୍ରୀଡା ପ୍ରତିଯୋଗିତା ରେ ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରଟିଙ୍ଗିଆ ପଂଚାୟତ ହାଇ ସ୍କୁଲ, ଆରଶ୍ମିନୀ ଜନତା ହାଇ ସ୍କୁଲ ଭଳି ତିନିଟି ହାଇ ହାଇସ୍କୁଲ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଦିନିକିଆ ଏହି କ୍ରୀଡା ପ୍ରତିଯୋଗିତା ରେ ଅଥଲେଟ, ଖୋ ଖୋ, କବାଡି, ଫୁଟବଲ, ଚେସ ପ୍ରତିଯୋଗିତା ହୋଇଥିଲା.
Read More News
T & CPrivacy PolicyContact Us